or_tq/jhn/11/01.md

521 B
Raw Permalink Blame History

ଏହି ଲାଜାର କିଏ ଥିଲା ?

ବେଥନୀୟା ନିବାସୀ ଲାଜାର ଥିଲେ । ମରୀୟମ ଓ ତା'ଙ୍କ ଭଉଣୀ ମାର୍ଥା ତାହାର ଭଉଣୀମାନେ ଥିଲେ , ଯେଉଁ ସ୍ତ୍ରୀଲୋକ ପ୍ରଭୁଙ୍କୁ ତୈଳରେ ଅଭିଷେକ କରି ଆପଣା କେଶରେ ତାହାଙ୍କ ପାଦ ପୋଛିଦେଲେ,ଏ ସେହି ମରୀୟମ ଥିଲେ [୧୧:୧-] ।