or_tq/jhn/10/27.md

4 lines
547 B
Markdown

# ଯୀଶୁ ତାହାରି ମେଷମାନଙ୍କ ପ୍ରତି ଯତ୍ନ ଓ ସୁରକ୍ଷା ବିଷୟରେ କ'ଣ କହିଲେ ?
ଯୀଶୁ କହିଲେ ସେ ଆପଣା ମେଷମାନଙ୍କ ପ୍ରତି ଅନନ୍ତ ଜୀବନ ଦିଅନ୍ତି,ସେମାନେ କେବେ ହିଁ ବିନାଶ ହେବେ ନାହିଁ ଏବଂ ସେମାନଙ୍କୁ ତା'ଙ୍କ ହସ୍ତଠାରୁ କେହି ହରଣ କରିବ ନାହିଁ [୧୦:୨୮]।