or_tq/jhn/10/01.md

628 B
Raw Permalink Blame History

ଯୀଶୁଙ୍କ ଅନୁସାରେ କିଏ ଜଣେ ଚୋର ଓ ଜଣେ ଡକାଇତ ଅଟେ ?

ଯେ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ ନ କରେ, ମାତ୍ର ଅନ୍ୟ କୌଣସି ଦ୍ୱାର ଦେଇ ଚଢ଼ି ପ୍ରବେଶ କରେ, ସେ ଜଣେ ଚୋର ଓ ଜଣେ ଡକାଇତ ଅଟେ [୧୦:୧]।

କିଏ ଦ୍ୱାର ଦେଇ ମେଷଶାଳାରେ ପ୍ରବେଶ କରେ ?

ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ମେଷପାଳକ ଅଟେ [୧୦:] ।