or_tq/jhn/09/19.md

771 B
Raw Permalink Blame History

ବ୍ୟକ୍ତିର ମାତାପିତା ତା'ଙ୍କରି ପୁତ୍ର ବିଷୟରେ କ'ଣ ପ୍ରମାଣ ଦେଲେ ?

ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା ବ୍ୟକ୍ତିର ପିତାମାତା ବୋଲି ପ୍ରମାଣ ଦେଲେ [୯:]।

ବ୍ୟକ୍ତିର ମାତାପିତା କ'ଣ ଜାଣନ୍ତି ନାହିଁ ବୋଲି କହିଲେ ?

ସେ କିପରି ଏବେ ଦେଖୁଅଛି, କିମ୍ବା କିଏ ତାହାର ଆଖି ଫିଟାଇଦେଲେ ତାହା ଜାଣୁ ନାହୁଁ ବୋଲି ସେମାନେ କହିଲେ [୯:୨୧]।