or_tq/jhn/09/01.md

456 B
Raw Permalink Blame History

କାହିଁକି ବ୍ୟକ୍ତି ଅନ୍ଧ ହୋଇ ଜନ୍ମ ହେଲା ବୋଲି ଶିଷ୍ୟମାନଙ୍କର ଧାରଣା କ'ଣ ଥିଲା ?

ଶିଷ୍ୟମାନେ ଧାରଣା କରୁଥିଲେ ଯେ ସେ ଅନ୍ଧ ହୋଇ ଜନ୍ମ ହେବାର କାରଣ ହେଲା ସେ କିମ୍ବା ତାହାର ମାତାପିତା କରିଥିବା ପାପ [୯:]।