or_tq/jhn/08/01.md

656 B
Raw Permalink Blame History

ଯେତେବେଳେ ଯୀଶୁ ମନ୍ଦିରରେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଶାସ୍ତ୍ରୀ ଓ ଫାରୂଶୀମାନେ କ'ଣ କଲେ ?

ଶାସ୍ତ୍ରୀ ଓ ଫାରୂଶୀମାନେ ବ୍ୟଭିଚାର କର୍ମରେ ଧୃତା ଜଣେ ସ୍ତ୍ରୀଲୋକକୁ ଘେନିଆସି ତାହାକୁ ମଧ୍ୟସ୍ଥଳରେ ଠିଆ କରାଇ ତାହାଙ୍କୁ କହିଲେ ଯେ ସେ ତାହା ବିଷୟରେ କ'ଣ କହିବେ (ତାକୁ ଦୋଷୀ କରିବାକୁ ), [୮:-୩] ।