or_tq/jhn/07/23.md

1.0 KiB
Raw Permalink Blame History

ବିଶ୍ରାମଦିନରେ ସୁସ୍ଥ କରିବାକୁ ନେଇ ଯୀଶୁଙ୍କର ବିବାଦ କ'ଣ ଥିଲା ?

''ବିଶ୍ରାମଦିନରେ ତୁମ୍ଭେମାନେ ଜଣକୁ ସୁନ୍ନତ କରିବ ତେବେ ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ହୁଏ ନାହିଁ । ତେବେ କାହିଁକି ତୁମ୍ଭେମାନେ ମୋ' ଉପରେ କ୍ରୋଧ କରୁଅଛ ବିଶ୍ରାମବାରରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ''ଏହା ଯୀଶୁଙ୍କର ବିବାଦ ଥିଲା [୭:-୨୩]।

କିପରି ବିଚାର କରିବାକୁ ଯୀଶୁ ଲୋକମାନଙ୍କୁ କହିଲେ ?

ଯୀଶୁ ଲୋକମାନଙ୍କୁ ବାହ୍ୟ ବିଷୟ ଦେଖି ବିଚାର ନ କରି କିନ୍ତୁ ନ୍ୟାୟରେ ବିଚାର କରିବାକୁ କହିଲେ [୭:୨୪] ।