or_tq/jhn/07/03.md

497 B
Raw Permalink Blame History

କାହିଁକି ଯୀଶୁଙ୍କର ଭାଇମାନେ ଯୀଶୁଙ୍କୁ କୁଟୀରବାସ ପର୍ବରେ ଯିହୂଦାକୁ ଯିବାକୁ କହିଲେ ?

ସେମାନେ ତା'ଙ୍କୁ ଯିବାକୁ କହିଲେ ଯେପରି ସେ ଯାହା କରୁଥିଲେ ଯୀଶୁଙ୍କର ଶିଷ୍ୟମାନେ ଦେଖିପାରିବେ ଏବଂ ସେହିପରି ଜଗତ ଜାଣିବ [୭:-୪]।