or_tq/jhn/06/19.md

672 B
Raw Permalink Blame History

ଶିଷ୍ୟମାନେ କାହିଁକି ଭୟ କରିବା ଆରମ୍ଭ କଲେ ?

ସେମାନେ ଭୟଭୀତ ହେଲେ କାରଣ ଯୀଶୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖିଲେ [୬:୧୯] ।

ଯୀଶୁ ଶିଷ୍ୟମାନଙ୍କୁ କ'ଣ କହିଲେ ଯାହା ସେମାନଙ୍କୁ ଯୀଶୁଙ୍କୁ ଗ୍ରହଣ କରିବାକୁ ଇଚ୍ଛା ସୃଷ୍ଟି କଲା ?

ଯୀଶୁ ସେମାନଙ୍କୁ କହିଲେ ,''ଏ ତ ମୁଁ, ଭୟ କର ନାହିଁ'' [୬:] ।