or_tq/jhn/06/01.md

639 B
Raw Permalink Blame History

ଗାଲିଲୀ ସମୁଦ୍ରର ଅନ୍ୟ ନାମ କ'ଣ ଥିଲା ?

ଗାଲିଲୀ ସମୁଦ୍ରର ଅନ୍ୟ ନାମ ତିବିରୀୟା ଥିଲା [୬:୧]।

କାହିଁକି ଏକ ଜନଗହଳି ଯୀଶୁଙ୍କୁ ପଶ୍ଚାତ୍‍ଗମନ କରୁଥିଲେ ?

ଜନଗହଳି ଯୀଶୁଙ୍କୁ ପଶ୍ଚାତ୍‍ଗମନ କରୁଥିଲେ କାରଣ ସେମାନେ ଆଶ୍ଚର୍ଯ୍ୟକର୍ମ ଦେଖୁଥିଲେ ଯାହା ଯୀଶୁ ରୋଗୀ ଲୋକଙ୍କ ସହ କରୁଥିଲେ[୬:] ।