or_tq/jhn/05/21.md

1.5 KiB
Raw Permalink Blame History

କେଉଁ ମହାନ ବିଷୟ ପିତା ପୁତ୍ରଙ୍କୁ ଦେଖାଇଲେ ଯେଉଁଥିରେ ଯିହୂଦୀ ନେତାମାନେ ଚକିତ ହେବେ ?

ପିତା ମୃତ୍ୟୁମାନଙ୍କୁ ଉଠାଇ ସେମାନଙ୍କୁ ଜୀବନ ଦେଲେ ଏବଂ ଠିକ୍ ସେହିପରି ପୁତ୍ର ମଧ୍ୟ ଯାହାଯାହାକୁ ଇଚ୍ଛା କଲେ, ସେମାନଙ୍କୁ ଜୀବିତ କରନ୍ତି [୫:-୨୧] ।

କାହିଁକି ପିତା ପୁତ୍ରଙ୍କୁ ସମସ୍ତ ବିଚାରର ଅଧିକାର ଦେଇଅଛନ୍ତି ?

ସମସ୍ତେ ପିତାଙ୍କୁ ଯେଉଁପ୍ରକାରେ ସମାଦର କରନ୍ତି,ସେହି ପ୍ରକାରେ ପୁତ୍ରଙ୍କୁ ମଧ୍ୟ ଯେପରି ସମାଦର କରିବେ, ସେଥିନିମନ୍ତେ ପୁତ୍ରଙ୍କୁ ସମସ୍ତ ବିଚାର କରିବାର ଅଧିକାର ପିତା ଦେଇଅଛନ୍ତି [୫::୨୩] ।

ଯଦି ତୁମ୍ଭେ ପୁତ୍ରଙ୍କୁ ସମାଦର ନ କର କ'ଣ ହେବ ?

ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ [୫:୨୩] ।