or_tq/jhn/05/01.md

613 B
Raw Permalink Blame History

ଯିରୂଶାଲମର ପୁଷ୍କରିଣୀର ନାମ କ'ଣ ଥିଲା, ଯାହାର ମେଷଦ୍ୱାର ନିକଟରେ ତାହାର ପାଞ୍ଚୋଟି ମଣ୍ଡପ ଥିଲା ?

ପୁଷ୍କରିଣୀକୁ ବେଥେସ୍‍ଦା ବୋଲି କୁହାଯାଉଥିଲା [୫:]।

କିଏ ବେଥେସ୍‍ଦା ନିକଟରେ ଥିଲା ?

ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ବେଥେସ୍‍ଦା ମଣ୍ଡପରେ ପଡ଼ିରହୁଥିଲେ [୫:୩-୪]।