or_tq/jhn/04/19.md

768 B
Raw Permalink Blame History

ଯୀଶୁ କ'ଣ କହିଲେ ଯାହା ସ୍ତ୍ରୀକୁ ଯୀଶୁ ଭାବବାଦୀ ବୋଲି ବିଶ୍ଵାସ କରେଇଲା ?

ସେ ତାହାକୁ ତାହାର ପାଞ୍ଚ ସ୍ୱାମୀ ଥିଲେ, ଆଉ ବର୍ତ୍ତମାନ ପାଖରେ ଯେ ଅଛି, ସେ ତାହାର ସ୍ୱାମୀ ନୁହେଁ ବୋଲି ତାହାକୁ କହିଲେ [୪:୧୮-୧୯] ।

ଉପାସନା ବିଷୟରେ ସ୍ତ୍ରୀ ଯୀଶୁଙ୍କ ନିକଟକୁ କେଉଁ ବିବାଦ ଆଣିଲା ?

କେଉଁଠାରେ ଉପାସନାର ଉପଯୁକ୍ତ ସ୍ଥାନ ଅଛି ବୋଲି ସେ ବିବାଦ କଲା [୪:] ।