or_tq/jhn/03/19.md

1.4 KiB
Raw Permalink Blame History

,କାହିଁକି ଲୋକମାନେ ବିଚାରରେ ପଡନ୍ତି ?

ଲୋକମାନେ ବିଚାରରେ ପଡନ୍ତି କାରଣ ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ଅନ୍ଧକାରକୁ ବହୁତ ଭଲ ପାଇନ୍ତି , ଯେଣୁ ସେମାନଙ୍କର କର୍ମସବୁ ମନ୍ଦ [୩:୧୯] ।

କାହିଁକି ଯେଉଁମାନେ ମନ୍ଦ କର୍ମ କରନ୍ତି ଜ୍ୟୋତିଃକୁ ଆସିବେ ନାହିଁ ?

ଯେକେହି କୁକର୍ମ କରେ, ଜ୍ୟୋତିଃକୁ ଘୃଣା କରେ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ,କାରଣ ସେମାନେ ସେମାନଙ୍କ କର୍ମକୁ ପ୍ରକାଶିତ କରିବାକୁ ଚାହାଁନ୍ତି ନାହିଁ [୩:] ।

କାହିଁକି ଯେଉଁମାନେ ସତ୍ୟକୁ ଅଭ୍ୟାସ କରନ୍ତି ଜ୍ୟୋତିଃକୁ ଆସିବେ ?

ସେମାନେ ଜ୍ୟୋତିଃ ନିକଟକୁ ଆସନ୍ତି, ଯେପରି ସେମାନଙ୍କର କର୍ମସବୁ ଈଶ୍ୱରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହେବ ଓ ଜଣାଯିବ [୩:୨୧] ।