or_tq/jhn/03/01.md

738 B
Raw Permalink Blame History

କିଏ ନିକଦୀମ ଥିଲେ ?

ନୀକଦୀମ ଜଣେ ଫାରୂଶୀ ଥିଲେ, ଏବଂ ଯିହୂଦୀମାନଙ୍କ ସଭାର ଜଣେ ନେତା ଥିଲେ [୩:୧]।

କ'ଣ ନିକଦୀମ ଯୀଶୁଙ୍କୁ ପରୀକ୍ଷା କଲେ ?

ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆସିଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ଆପଣ ଏହି ଯେଉଁସମସ୍ତ ଆଶ୍ଚର୍ଯ୍ୟକର୍ମ କରୁଅଛନ୍ତି, ଈଶ୍ୱର ସାଙ୍ଗରେ ନ ଥିଲେ ସେହିସବୁ କେହି କରିପାରେ ନାହିଁ [୩:]।