or_tq/jhn/02/23.md

900 B
Raw Permalink Blame History

କାହିଁକି ଅନେକ ଯୀଶୁଙ୍କ ନାମରେ ବିଶ୍ଵାସ କଲେ ?

ସେମାନେ ବିଶ୍ଵାସ କଲେ କାରଣ ସେମାନେ ଯୀଶୁଙ୍କର ସମସ୍ତ ଆଶ୍ଚର୍ଯ୍ୟ କର୍ମଗୁଡିକ ଦେଖିଥିଲେ [:୨୩] ।

କାହିଁକି ଯୀଶୁ ସ୍ୱୟଂ ଲୋକଙ୍କଠାରେ ଭରସା କଲେ ନାହିଁ ?

ଯୀଶୁ ସ୍ୱୟଂ ଲୋକଙ୍କଠାରେ ଭରସା କଲେ ନାହିଁ କାରଣ ସେ ସମସ୍ତଙ୍କୁ ଜାଣିଥିଲେ, ମନୁଷ୍ୟ ଅନ୍ତରରେ କଅଣ ଅଛି ଏବଂ ସେ କେହି ମନୁଷ୍ୟ ବିଷୟରେ ସାକ୍ଷ୍ୟ୍ୟ ଦେବ,ଏହା ତାହାଙ୍କର ପ୍ରୟୋଜନ ନ ଥିଲା [:୨୪-୨୫]।