or_tq/jhn/02/17.md

815 B
Raw Permalink Blame History

କିପରି ଯିହୂଦୀ ଅଧିକାରୀମାନେ ମନ୍ଦିରରେ ଯୀଶୁଙ୍କ କାର୍ଯ୍ୟକୁ ଉତ୍ତର ଦେଲେ ?

ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କୁ କି ଚିହ୍ନ ଦେଖାଇବ କାରଣ ତୁମ୍ଭେ ଯେ ଏସମସ୍ତ କରୁଅଛ ?''[:୧୮]

କିପରି ଯୀଶୁ ଯିହୂଦୀ ଅଧିକାରୀମାନଙ୍କୁ ଉତ୍ତର ଦେଲେ ?

''ଏହି ମନ୍ଦିରକୁ ବିନାଶ କର, ଆଉ ତିନି ଦିନ ମଧ୍ୟରେ ମୁଁ ତାହା ତୋଳି ଦେବି,''ଏହା କହି ଯୀଶୁ ସେମାନଙ୍କୁ ଉତ୍ତର ଦେଲେ [:୧୯] ।