or_tq/jhn/02/15.md

1002 B
Raw Permalink Blame History

ଯୀଶୁ ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ଦେଖି କ'ଣ କଲେ ?

ସେ ଦଉଡ଼ିରେ ଗୋଟିଏ କୋରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ ଆଉ, ମୁଦ୍ରା ବ୍ୟବସାୟୀମାନଙ୍କର ମୁଦ୍ରାସବୁ ବିଞ୍ଚିଦେଇ ସେମାନଙ୍କ ମେଜଗୁଡ଼ାକ ଓଲଟାଇପକାଇଲେ [:୧୫]।

ଯୀଶୁ କପୋତ ବ୍ୟବସାୟୀମାନଙ୍କୁ କ'ଣ କହିଲେ ?

ସେ କହିଲେ, "ଏହି ଜିନିଷଗୁଡିକ ଏହି ସ୍ଥାନରୁ ବାହାର କର । ମୋହର ପିତାଙ୍କ ଗୃହକୁ ବ୍ୟବସାୟୀମାନଙ୍କ ସ୍ଥାନ କରିବା ବନ୍ଦ କର ।" [:୧୬]