or_tq/jhn/02/09.md

595 B
Raw Permalink Blame History

ପାଣିକୁ ଚାଖିଲା ପରେ ଯାହା ଦ୍ରାକ୍ଷାରସ ପରିଣତ ହୋଇଥିଲା ଭୋଜର ଅଧ୍ୟକ୍ଷ କ'ଣ କହିଲେ ?

ଭୋଜର ଅଧ୍ୟକ୍ଷ କହିଲେ ,''ସମସ୍ତେ ପ୍ରଥମରେ ଭଲ ଦ୍ରାକ୍ଷାରସ ଦେଇଥାଆନ୍ତି, ଆଉ ଲୋକେ ମାତାଲ ହେଲା ପରେ ମନ୍ଦ ଦିଅନ୍ତି; କିନ୍ତୁ ତୁମ୍ଭେ ଏପର୍ଯ୍ୟନ୍ତ ଭଲ ଦ୍ରାକ୍ଷାରସ ରଖିଅଛ [:୧୦]।