or_tq/jhn/01/49.md

8 lines
730 B
Markdown

# ଯୀଶୁଙ୍କ ବିଷୟରେ ନିଥନିୟେଲ କ'ଣ କହିଲେ ?
ନିଥନିୟେଲ କହିଲେ,'' ହେ ରାବ୍‍ବୀ, ଆପଣ ଈଶ୍ୱରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା ଅଟ ,''[୧:୪୯]।
# ନିଥନିୟେଲ କ'ଣ ଦେଖିବେ ବୋଲି ଯୀଶୁ କହିଲେ ?
ଯୀଶୁ ନିଥନିୟେଲକୁ କହିଲେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ୱରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ସେ ଦେଖିପାରିବେ [୧:୫୧] ।