or_tq/jas/02/21.md

382 B

ଅବ୍ରହାମ କିପରି ନିଜ କର୍ମ ଦ୍ୱାରା ନିଜର ବିଶ୍ୱାସ ପ୍ରକାଶ କଲେ?

ଅବ୍ରହାମ ବେଦୀ ଉପରେ ଇସ୍‌ହାକଙ୍କୁ ଉତ୍ସର୍ଗ କରିବା କର୍ମ ଦ୍ୱାରା ନିଜର ବିଶ୍ୱସ୍ତତାକୁ ପ୍ରକାଶ କଲେ।