or_tq/heb/12/01.md

1.5 KiB
Raw Permalink Blame History

କାହିଁକି ବିଶ୍ଵାସୀ ପାପକୁ ପରିତ୍ୟାଗ କରିବା ଉଚିତ୍ ଯାହା ସହଜରେ ତାହାକୁ ଫାନ୍ଦରେ ପକାଇଥାଏ ?

ଯେହେତୁ ସେ ଏତେ ବୃହତ୍ ମେଘତୁଲ୍ୟ ସାକ୍ଷ୍ୟମାନଙ୍କ ଦ୍ଵାରା ପରିବେଷ୍ଟିତ, ବିଶ୍ଵାସୀ ଫାନ୍ଦରେ ପକାଉଥିବା ପାପକୁ ପରିତ୍ୟାଗ କରିବା ଉଚିତ୍ [୧୨:୧] ।

କାହିଁକି ଯୀଶୁ କ୍ରୁଶକୁ ସହିଲେ ଏବଂ ତାହାର ଅପମାନକୁ ତୁଚ୍ଛ ମନେ କଲେ ?

ଯୀଶୁ ସେହି ଆନନ୍ଦ ନିମନ୍ତେ ଯାହା ତାହାଙ୍କ ସମ୍ମୁଖରେ ଥିଲା କ୍ରୁଶକୁ ସହିଲେ ଏବଂ ତାହାର ଅପମାନକୁ ତୁଚ୍ଛ ମନେ କଲେ [୧୨:] ।

କିପରି ଜଣେ ବିଶ୍ଵାସୀ କ୍ଲାନ୍ତ ଏବଂ ସାହସହୀନତାକୁ ତ୍ୟାଗ କରିବା ଉଚିତ୍ ?

ପାପୀମାନଙ୍କଠାରୁ ଘୃଣିତ କଥନକୁ ସହିଥିବା ଯୀଶୁଙ୍କୁ ଦୃଷ୍ଟି କରିବା ଦ୍ଵାରା, ଜଣେ ବିଶ୍ଵାସୀ କ୍ଲାନ୍ତ ଏବଂ ସାହସହୀନତାକୁ ନିବାରଣ କରିପାରିବ [୧୨:୩] ।