or_tq/heb/10/23.md

8 lines
724 B
Markdown

# କେଉଁ ବିଷୟକୁ ବିଶ୍ଵାସୀମାନେ ଦୃଢ଼ଭାବେ ଧରିବା ଉଚିତ୍?
ବିଶ୍ଵାସୀମାନେ ତାଙ୍କର ସ୍ୱୀକାରର ଦୃଢ଼ ଆଶାକୁ ଦୃଢ଼ଭାବେ ଧରିବା ଉଚିତ୍ [୧୦:୨୩]।
# ବିଶ୍ଵାସୀମାନେ କ'ଣ ନିଶ୍ଚିତଭାବେ କରିବା ଆବଶ୍ୟକ ଯେପରି ଦିନ ପାଖେଇ ଆସୁଅଛି ?
ବିଶ୍ଵାସୀମାନେ ପରସ୍ପରକୁ ଉତ୍ସାହ ଅଧିକରୁ ଅଧିକ କରିବା ଉଚିତ୍ ଯେପରି ଦିନ ପାଖେଇ ଆସୁଅଛି [୧୦:୨୫]।