or_tq/heb/08/01.md

546 B
Raw Permalink Blame History

ବିଶ୍ଵାସୀମାନଙ୍କ ମହାଯାଜକ କେଉଁଠାରେ ବସିଅଛନ୍ତି ?

ବିଶ୍ଵାସୀମାନଙ୍କ ମହାଯାଜକ ସ୍ଵର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ଵରେ ବସିଅଛନ୍ତି [୮:୧] ।

କେଉଁଠାରେ ପବିତ୍ର ତମ୍ବୁ ସ୍ଥାପିତ ?

ପବିତ୍ର ତମ୍ବୁ ସ୍ଵର୍ଗରେ ସ୍ଥାପିତ [୮:] ।