or_tq/heb/06/09.md

8 lines
712 B
Markdown

# ଲେଖକ ବିଶ୍ଵାସୀମାନଙ୍କ ପାଇଁ ଲେଖିଛନ୍ତି, ସେମାନଙ୍କ ଠାରୁ ସେ କ'ଣ ଆଶା କରନ୍ତି ?
ଲେଖକ ବିଶ୍ଵାସୀମାନଙ୍କଠାରୁ ଉତ୍ତମ ଆଶା କରନ୍ତି, ଉତ୍ତମ ଯାହା ପରିତ୍ରାଣ ବିଷୟରେ ଅଟେ [୬:୯] ।
# ଈଶ୍ଵର ବିଶ୍ଵାସୀମାନଙ୍କ ବିଷୟରେ କ'ଣ ଭୁଲିବେ ନାହିଁ
ଈଶ୍ଵର ସେମାନଙ୍କ କର୍ମ, ପ୍ରେମ ଏବଂ ସାଧୁ ଲୋକମାନଙ୍କ ସେବା ଭୁଲିବେ ନାହିଁ [୬:୧୦] ।