or_tq/heb/03/01.md

956 B
Raw Permalink Blame History

ଏବ୍ରୀ ପୁସ୍ତକର ଲେଖକ ଯୀଶୁଙ୍କୁ କେଉଁ ଦୁଇ ଶୀର୍ଷକ ଭାବରେ ଦର୍ଶାନ୍ତି ?

ଲେଖକ ଯୀଶୁଙ୍କୁ ପ୍ରେରିତ ଏବଂ ମହାଯାଜକର ଶୀର୍ଷକ ଭାବରେ ଦର୍ଶାନ୍ତି [୩:୧] ।

କାହିଁକି ଯୀଶୁ ଖ୍ରୀଷ୍ଟ ମୋଶାଙ୍କ ଅପେକ୍ଷା ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହୋଇଅଛନ୍ତି ?

ଯୀଶୁ ଖ୍ରୀଷ୍ଟ ମୋଶାଙ୍କ ଅପେକ୍ଷା ଅଧିକ ଗୌରବର ଯୋଗ୍ୟ ବୋଲି ଗଣିତ ହେଲେ, କାରଣ ମୋଶା ଯେତେବେଳେ ଈଶ୍ଵରଙ୍କ ଗୃହ ମଧ୍ୟରେ ବିଶ୍ଵସ୍ତ ଥିଲେ, ଯୀଶୁ ଜଣେ ଯିଏ ଗୃହକୁ ନିର୍ମାଣ କଲେ [୩:-୩] ।