or_tq/heb/02/13.md

722 B
Raw Permalink Blame History

କାହାକୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁୁ ଦ୍ଵାରା ବିନାଶ କରାଗଲା ?

ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁୁ ଦ୍ଵାରା ଶୟତାନର ବିନାଶ କରାଗଲା [:୧୪] ।

ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁୁ ଦ୍ଵାରା ଲୋକମାନେ କେଉଁ ଦାସତ୍ଵ ବନ୍ଧନରୁ ମୁକ୍ତ ହେଲେ ?

ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁୁ ଦ୍ଵାରା ଲୋକମାନେ ମୃତ୍ୟୁୁର ଭୟର ଦାସତ୍ଵରୁ ମୁକ୍ତ ହେଲେ [:୧୫] ।