8 lines
765 B
Markdown
8 lines
765 B
Markdown
# କେଉଁ ଉଦ୍ଦେଶ୍ୟରେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି ?
|
||
|
||
ସ୍ଵାଧିନତା ନିମନ୍ତେ ଖ୍ରୀଷ୍ଟ ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି [୫:୧] ।
|
||
|
||
# ପାଉଲ କ'ଣ ଗାଲାତୀୟମାନଙ୍କୁ ସାବଧାନ କଲେ ଯଦି ସେମାନେ ସୁନ୍ନତ ହୋଇଯାଆନ୍ତି ?
|
||
|
||
ପାଉଲ କହନ୍ତି, ଯଦି ଗାଲତୀୟମାନେ ସୁନ୍ନତ ହୁଅନ୍ତି, ତେବେ ଖ୍ରୀଷ୍ଟଙ୍କ ଦ୍ୱାରା ସେମାନଙ୍କ କୌଣସି ଲାଭ ହେବ ନାହିଁ [୫:୨] ।
|