or_tq/gal/04/30.md

8 lines
775 B
Markdown

# ଦାସୀ ସ୍ତ୍ରୀର ସନ୍ତାନମାନେ କ'ଣ ପାଇବେ ?
ଦାସୀ ସ୍ତ୍ରୀର ସନ୍ତାନମାନେ ସ୍ଵାଧିନ ସ୍ତ୍ରୀର ସନ୍ତାନମାନଙ୍କ ସହ ଉତ୍ତରାଧିକାରୀ ହୋଇପାରିବେ ନାହିଁ [୪:୩୦] ।
# ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ଦାସୀ ସ୍ତ୍ରୀର ସନ୍ତାନ ଅଟନ୍ତି ନା ସ୍ଵାଧିନ ସ୍ତ୍ରୀର ସନ୍ତାନ ଅଟନ୍ତି ?
ଖ୍ରୀଷ୍ଟରେ ଥିବା ବିଶ୍ଵାସୀମାନେ ସ୍ଵାଧିନ ସ୍ତ୍ରୀର ସନ୍ତାନ ଅଟନ୍ତି [୪:୩୧] ।