or_tq/gal/04/21.md

817 B
Raw Permalink Blame History

କେଉଁ ଅଧିନରେ ଭଣ୍ଡ ଶିକ୍ଷକମାନେ ଗାଲାତୀୟମାନଙ୍କୁ ରଖିବାକୁ ଚେଷ୍ଟା କରୁଛନ୍ତି ?

ଭଣ୍ଡ ଶିକ୍ଷକମାନେ ଗାଲାତୀୟମାନଙ୍କୁ ବ୍ୟବସ୍ଥାର ଅଧିନରେ ରଖିବାକୁ ଚେଷ୍ଟା କରୁଛନ୍ତି [୪:୨୧] ।

କେଉଁ ଦୁଇ ସ୍ତ୍ରୀମାନଙ୍କ ଦ୍ଵାରା ଅବ୍ରାହାମଙ୍କ ଦୁଇ ସନ୍ତାନମାନେ ହେଲେ ?

ଅବ୍ରାହାମଙ୍କ ଦୁଇ ସନ୍ତାନମାନେ, ଜଣେ ଦାସୀ ସ୍ତ୍ରୀଠାରୁ ଏବଂ ଜଣେ ସ୍ଵାଧିନ ସ୍ତ୍ରୀଠାରୁ ଥିଲେ [୪:] ।