or_tq/gal/02/20.md

648 B
Raw Permalink Blame History

କିଏ ତାଙ୍କଠାରେ ବାସ କରନ୍ତି ବୋଲି ପାଉଲ କହନ୍ତି ?

ପାଉଲ କହିଲେ ଯେ ଖ୍ରୀଷ୍ଟ ବର୍ତ୍ତମାନ ତାଙ୍କଠାରେ ବାସ କରନ୍ତି [:] ।

ଈଶ୍ଵରଙ୍କ ପୁତ୍ର ତାଙ୍କ ପାଇଁ କ'ଣ କଲେ ବୋଲି ପାଉଲ କହନ୍ତି ?

ପାଉଲ କହନ୍ତି ଈଶ୍ଵରଙ୍କ ପୁତ୍ର ତାଙ୍କୁ ପ୍ରେମ କଲେ ଏବଂ ପାଉଲଙ୍କ ନିମନ୍ତେ ନିଜକୁ ଦେଇଦେଲେ [:] ।