or_tq/gal/02/15.md

721 B
Raw Permalink Blame History

ପାଉଲ କହିଲେ ଯେ କେହିହେଲେ ଈଶ୍ଵରଙ୍କ ସମ୍ମୁଖରେ କ'ଣ ନୁହନ୍ତି ?

ପାଉଲ କହିଲେ ଯେ କେହିହେଲେ ବ୍ୟବସ୍ଥାର କର୍ମ ଦ୍ଵାରା ଧାର୍ମିକ ନୁହନ୍ତି [:୧୬] ।

ଈଶ୍ଵରଙ୍କ ସମ୍ମୁଖରେ ଜଣେ କିପରି ଧାର୍ମିକ ହୋଇପାରିବ ?

ଜଣେ ବ୍ୟକ୍ତି ଈଶ୍ଵରଙ୍କ ସମ୍ମୁଖରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ଵାସ କରିବା ଦ୍ଵାରା ଧାର୍ମିକ ହୋଇପାରିବ [:୧୬] ।