or_tq/gal/02/13.md

492 B
Raw Permalink Blame History

ସମସ୍ତଙ୍କ ସମ୍ମୁଖରେ ପାଉଲ କୈଫାଙ୍କୁ କ'ଣ ପଚାରିଲେ ?

ପାଉଲ କୈଫାଙ୍କୁ ପଚାରିଲେ, କିପରି ସେ ବିଜାତୀୟମାନଙ୍କୁ ଯିହୁଦୀମାନଙ୍କ ପରି ରହିବା ପାଇଁ ବାଧ୍ୟ କରୁଥିଲେ ଯେତେବେଳେ କୈଫା ବିଜାତୀୟମାନଙ୍କ ପରି ରହୁଥିଲେ [:୧୪] ।