or_tq/gal/01/15.md

8 lines
801 B
Markdown

# ଈଶ୍ଵର ପାଉଲଙ୍କୁ କେବେ ପ୍ରେରିତ ଭାବରେ ମନୋନିତ କଲେ ?
ଈଶ୍ଵର ପାଉଲଙ୍କୁ ତାଙ୍କ ମାତାଙ୍କ ଗର୍ଭରୁ ତାହାଙ୍କୁ ପ୍ରେରିତ ଭାବରେ ମନୋନୀତ କରିଥିଲେ [୧:୧୫] ।
# ଈଶ୍ଵର ପାଉଲଙ୍କୁ କେଉଁ ଉଦ୍ଦେଶ୍ୟ ନିମନ୍ତେ ମନୋନୀତ କରିଥିଲେ ?
ଈଶ୍ଵର ପାଉଲଙ୍କୁ ତାହାଙ୍କ ପ୍ରେରିତ ଭାବରେ ମନୋନୀତ କଲେ ଯେପରି ପାଉଲ ଖ୍ରୀଷ୍ଟଙ୍କୁ ବିଜାତୀୟମାନଙ୍କ ନିକଟରେ ପ୍ରଚାର କରିବେ [୧:୧୬] ।