or_tq/eph/05/23.md

4 lines
368 B
Markdown

# ସ୍ୱାମୀ କାହାର ମସ୍ତକ ସ୍ୱରୂପ ଏବଂ ଖ୍ରୀଷ୍ଟ କାହାର ମସ୍ତକ ସ୍ୱରୂପ?
ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ ।