or_tq/eph/04/23.md

646 B
Raw Permalink Blame History

ବିଶ୍ଵାସୀମାନଙ୍କୁ କ'ଣ ପରିତ୍ୟାଗ କରିବାକୁ ପୁଣି ପରିଧାନ କରିବାକୁ ପାଉଲ କହନ୍ତି ?

ବିଶ୍ଵାସୀମାନଙ୍କୁ ପୁରାତନ ସ୍ଵଭାବକୁ ପରିତ୍ୟାଗ କରିବାକୁ, ଯାହା ଭ୍ରଷ୍ଟ ହୋଇଅଛି, ଏବଂ ନୂତନ ସ୍ଵଭାବକୁ ପରିଧାନ କରିବାକୁ, ଯାହା ଧାର୍ମିକତାରେ ସୃଷ୍ଟି ହୋଇଅଛି ଏହା କରିବାକୁ ପାଉଲ କହନ୍ତି [୪:-୨୪]।