or_tq/eph/02/19.md

1.3 KiB
Raw Permalink Blame History

ଈଶ୍ଵରଙ୍କ ପରିବାର କେଉଁ ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛି ?

ଈଶ୍ଵରଙ୍କ ପରିବାର ପ୍ରେରିତ ଓ ଭାବବାଦୀମାନଙ୍କର ଭିତ୍ତିମୂଳ ଉପରେ ନିର୍ମିତ ହୋଇଅଛି, ଏବଂ ସେଥିର କୋଣର ପ୍ରଧାନ ପ୍ରସ୍ତର ଖ୍ରୀଷ୍ଟ ଅଟନ୍ତି [:]।

ତାହାର ପରିବାରର ଗୃହ ସହିତ ଖ୍ରୀଷ୍ଟଙ୍କର ଶକ୍ତି କ'ଣ କରେ ?

ଯୀଶୁଙ୍କ ଶକ୍ତି ଏକତ୍ର ସଂଲଗ୍ନ କରେ ଏବଂ ତାହାଙ୍କ ପରିବାରର ସମସ୍ତ ଗୃହକୁ ବୃଦ୍ଧି କରେ [:୨୧]।

ଈଶ୍ଵରଙ୍କ ପରିବାରର ଗୃହ କେଉଁ ପ୍ରକାରର ଗୃହ ଅଟେ ?

ଈଶ୍ଵରଙ୍କ ପରିବାରର ଗୃହ ପ୍ରଭୁଙ୍କ ନିମନ୍ତେ ଏକ ପୃଥକୀକୃତ ମନ୍ଦିର ଅଟେ [:୨୧]।

ଆତ୍ମାରେ ଈଶ୍ଵର କେଉଁଠାରେ ବାସ କରନ୍ତି ?

ଆତ୍ମାରେ ଈଶ୍ଵର ବିଶ୍ଵାସୀମାନଙ୍କଠାରେ ବାସ କରନ୍ତି [:]।