or_tq/eph/02/11.md

472 B
Raw Permalink Blame History

ଅବିଶ୍ଵାସୀ ବିଜାତିମାନଙ୍କର ଆତ୍ମିକ ଅବସ୍ଥା କ'ଣ ଅଟେ ?

ଅବିଶ୍ଵାସୀ ବିଜାତିମାନେ ଖ୍ରୀଷ୍ଟଙ୍କଠାରୁ ପୃଥକ, ଇସ୍ରାଏଲଠାରୁ ଅଲଗା, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଭରସାହୀନ ଏବଂ ଈଶ୍ଵରବିହୀନ ଅଟନ୍ତି [:୧୨]।