or_tq/eph/01/19.md

565 B
Raw Permalink Blame History

ବର୍ତ୍ତମାନ ଯେଉଁ ଶକ୍ତି ବିଶ୍ଵାସୀମାନଙ୍କଠାରେ କାର୍ଯ୍ୟ କରୁଅଛି ସେହି ଶକ୍ତି ଖ୍ରୀଷ୍ଟଙ୍କଠାରେ କିପରି କାର୍ଯ୍ୟ କଲା ?

ସେହି ଶକ୍ତି ଖ୍ରୀଷ୍ଟଙ୍କୁ ମୃତରୁ ଉତ୍ଥିତ କଲା ଏବଂ ସ୍ଵର୍ଗରେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ତାହାଙ୍କୁ ଉପବେଶନ କଲା [୧:]।