or_tq/eph/01/06.md

4 lines
423 B
Markdown

# କାହିଁକି ଈଶ୍ଵର ବିଶ୍ଵାସୀମାନଙ୍କୁ ଗ୍ରହଣ କରିବା ପାଇଁ ପୂର୍ବରୁ ନିରୂପଣ କରିଥିଲେ?
ଈଶ୍ଵର ଆପଣା ଅନୁଗ୍ରହର ଗୌରବର ପ୍ରଶଂସା ନିମନ୍ତେ ବିଶ୍ଵାସୀମାନଙ୍କୁ ପୂର୍ବରୁ ନିରୂପଣ କରିଥିଲେ ।