or_tq/col/03/01.md

8 lines
635 B
Markdown

# ଖ୍ରୀଷ୍ଟ କେଉଁଠାରେ ପୁନରୁତ୍ଥିତ ହୋଇଛନ୍ତି?
ଖ୍ରୀଷ୍ଟ ଈଶ୍ଵରଙ୍କ ଡାହାଣ ପଟେ ବସିବା ପାଇଁ ପୁନରୁତ୍ଥିତ ହୋଇଛନ୍ତି ।
# ବିଶ୍ଵାସୀମାନେ କ’ଣ ଅନ୍ୱେଷଣ କରିବା ଉଚିତ ଏବଂ ସେମାନେ କ’ଣ ଖୋଜିବା ଉଚିତ ନୁହେଁ?
ବିଶ୍ଵାସୀମାନେ ପୃଥିବୀର ବିଷୟ ନୁହେଁ ବରଂ ଉପର ବିଷୟ ଅନ୍ୱେଷଣ କରିବା ଉଚିତ ।