or_tq/act/27/23.md

410 B
Raw Permalink Blame History

ଯାତ୍ରା ବିଷୟରେ ପରମେଶ୍ଵରଙ୍କ ଦୂତ ପାଉଲଙ୍କୁ କେଉଁ ସମ୍ବାଦ ଦେଲେ ?

ଦୂତ ପାଉଲଙ୍କୁ କହିଲେ ସେ ଓ ସମସ୍ତ ନାବିକମାନେ ଜୀବିତ ରହିବେ କିନ୍ତୁ ଜାହାଜ ନଷ୍ଟ ହେବ ବୋଲି କହିଲେ [୨୭:-୨୪]।