or_tq/act/26/22.md

520 B
Raw Permalink Blame History

ଭାବବାଦୀମାନେ ଓ ମୋଶା କ'ଣ ଘଟିପାରେ ବୋଲି କହିଲେ ?

ଭାବବାଦୀମାନେ ଓ ମୋଶା କହିଲେ ଯେ ଖ୍ରୀଷ୍ଟ ଦୁଃଖଭୋଗ କରି, ମୃତମାନଙ୍କ ମଧ୍ୟରୁ ପୁନରୁତ୍‌ଥିତ ହେବେ ଓ ଯିହୁଦୀମାନଙ୍କୁ ଓ ବିଜାତୀୟମାନଙ୍କ ନିକଟରେ ଆଲୋକ ପ୍ରକାଶ କରିବେ [୨୬:-୨୩]।