or_tq/act/26/09.md

4 lines
589 B
Markdown

# ତାଙ୍କର ପରିବର୍ତ୍ତନ ପୂର୍ବରୁ ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ପାଉଲ କ'ଣ କରୁଥିଲେ ?
ପାଉଲ ସାଧୁମାନଙ୍କୁ କାରାବାସରେ ବନ୍ଦ କରୁଥିଲେ ପୁଣି ସେମାନଙ୍କର ମୃତ୍ୟୁରେ ସହମତି ଦେଉଥିଲେ ଓ ସେମାନଙ୍କୁ ବିଦେଶୀୟ ନଗରଗୁଡିକ ପର୍ଯ୍ୟନ୍ତ ତାଡନା କରୁଥିଲେ [୨୬:୯-୧୧]।