or_tq/act/24/22.md

732 B
Raw Permalink Blame History

କେଉଁ ବିଷୟରେ ଶାସନକର୍ତ୍ତା ଫେଲୀକସ୍ ଭଲଭାବରେ ଜାଣିଥିଲେ ?

ଶାସନକର୍ତ୍ତା ଫେଲୀକସ୍ ମାର୍ଗ ବିଷୟରେ ଭଲଭାବରେ ଜାଣିଥିଲେ [୨୪:]।

କେବେ ପାଉଲଙ୍କର ଅଭିଯୋଗକୁ ଫେଲୀକସ୍ ବିଚାର କରିବେ ବୋଲି କହିଲେ ?

ଶତସେନାପତି ଲୁସିୟା ଯେବେ ଯିରୂଶାଲମରୁ ଆସିବେ ତେବେ ସେ ପାଉଲଙ୍କର ଅଭିଯୋଗକୁ ବିଚାର କରିବେ ବୋଲି ଫେଲୀକସ୍ କହିଲେ [୨୪:]।