878 B
878 B
କେଉଁ କାରଣ ନିମନ୍ତେ ପାଉଲ ମହାସଭାରେ ବିଚାରିତ ହୋଇ ଆସୁଥିଲେ ବୋଲି କହିଲେ ?
ପାଉଲ କହିଲେ ପୁନରୁତଥାନରେ ତାଙ୍କର ଭରସାା ହେତୁ ସେ ବିଚାରିତ ହେଉଥିଲେ [୨୩:୬]।
କାହିଁକି ମହାସଭାରେ ବିବାଦ ଆରମ୍ଭ ହେଲା ଯେତେବେଳେ ପାଉଲ ତାଙ୍କର ବିଚାରର କାରଣ କହିଲେ ?
ବିବାଦ ଆରମ୍ଭ ହେଲା ଯେହେତୁ ଫାରୂଶୀ ପୁନରୁତ୍ଥାନ ଅଛି ବୋଲି କହନ୍ତି କିନ୍ତୁ ସାଦ୍ଦୁକୀମାନେ ପୁନରୁତ୍ଥାନ ନାହିଁ ବୋଲି କୁହନ୍ତି [୨୩:୭-୮]।