or_tq/act/23/01.md

509 B
Raw Permalink Blame History

କାହିଁକି ମହାଯାଜକ ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକଙ୍କୁ ତା'ଙ୍କ ମୁଖରେ ଆଘାତ କରିବାକୁ ଆଜ୍ଞା ଦେଲେ ?

ମହାଯାଜକ କ୍ରୋଧିତ କାରଣ ପାଉଲ କହିଲେ ଯେ ସେ ପରମେଶ୍ଵରଙ୍କ ଆଗରେ ସମ୍ପୂର୍ଣ୍ଣ ସୁବିବେକରେ ବ୍ୟବହାର କରିଥିଲେ [୨୩:୧-]।