or_tq/act/22/06.md

551 B
Raw Permalink Blame History

ସେ ଦମ୍ମେସକର ନିକଟବର୍ତ୍ତୀ ହୁଅନ୍ତେ ପାଉଲଙ୍କୁ ସ୍ଵର୍ଗ ବାଣୀ କ'ଣ କହିଲା?

ସ୍ଵର୍ଗରୁ ଏହି ବାଣୀ ହେଲା,''ଶାଉଲ, ଶାଉଲ କାହିଁକି ଆମ୍ଭକୁ ତାଡନା କରୁଅଛ?''[:୭]।

ପାଉଲ କାହାକୁ ତାଡନା କରୁଥିଲେ?

ପାଉଲ ନାଜାରିତୀୟ ଯୀଶୁଙ୍କୁ ତାଡନା କରୁଥିଲେ [:୮]।