or_tq/act/22/03.md

875 B
Raw Permalink Blame History

ପାଉଲ କେଉଁଠାରେ ଶିକ୍ଷାଗ୍ରହଣ କରିଥଲେ, ପୁଣି ତାଙ୍କର ଶିକ୍ଷକ କିଏ ଥିଲେ ?

ପାଉଲ ଯିରୂଶାଲମରେ ଶିକ୍ଷାଗ୍ରହଣ କରିଥିଲେ, ପୁଣି ତାହାଙ୍କ ଶିକ୍ଷକ ଗମଲୀୟେଲ ଥିଲେ [:୩]।

ଯେଉଁମାନେ ଏହି ମାର୍ଗରେ ଅନୁଗମନ କରୁଥିଲେ ପାଉଲ ସେମାନଙ୍କୁ କିପରି ବ୍ୟବହାର କଲେ ?

ଯେଉଁମାନେ ଏହି ମାର୍ଗରେ ଅନୁଗମନ କରୁଥିଲେ ପାଉଲ ସେମାନଙ୍କୁ ବାନ୍ଧି କାରାଗାରରେ ପାକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡନା କରୁଥିଲେ [:୪]।