8 lines
975 B
Markdown
8 lines
975 B
Markdown
# ପାଉଲ ଏଫିସୀୟ ପ୍ରାଚୀନମାନଙ୍କୁ ତାହାର ପ୍ରସ୍ଥାନ ପରେ ଯତ୍ନ ପୂର୍ବକ କ'ଣ କରିବାକୁ ଆଜ୍ଞା ଦେଲେ?
|
||
|
||
ପାଉଲ ପ୍ରାଚୀନମାନଙ୍କୁ ପଲର ଯତ୍ନ ପୂର୍ବକ ପ୍ରତିପାଳନ କରିବା ନିମନ୍ତେ ଆଜ୍ଞା ଦେଲେ[୨୦:୨୮]।
|
||
|
||
# ପାଉଲ ତାଙ୍କରି ପ୍ରସ୍ଥାନ ପରେ ଏଫିସୀୟ ପ୍ରାଚୀନମାନଙ୍କ ମଧ୍ୟରେ କ'ଣ ଘଟିପାରେ ବୋଲି କହିଲେ ?
|
||
|
||
ପ୍ରାଚୀନମାନଙ୍କ ମଧ୍ୟରୁ କେତେକ ଶିଷ୍ୟମାନଙ୍କୁ ସେମାନଙ୍କ ପଛେ ପଛେ ଟାଣି ନେବା ନିମନ୍ତେ ବିପରୀତ କଥା କହିପାରନ୍ତି ବୋଲି ପାଉଲ କହିଲେ [୨୦:୩୦]।
|